ପିଆଜ ବ୍ୟବସାୟୀ ମାଲାମାଲ : ହୋଲ୍‌ସେଲ୍‌ରେ କିଲୋ ୧୨, ଖାଉଟି କିଣୁଛନ୍ତି ୨୦ଟଙ୍କାରେ

କଟକ: ଏବ‌ର୍ଷ ପିଆଜ ଅମଳ ଭଲ ହୋଇଛି। ପର୍ଯ୍ୟାପ୍ତ ଅମଳ ପାଇଁ ଜାଗା ମୁଣ୍ଡେ ଦର୍‌ କମ୍ ରହିଛି। ଉତ୍ପାଦନକାରୀଙ୍କ ଠାରୁ ବଡ଼ ବ୍ୟବସାୟୀମାନେ କମ୍ ଦରରେ କିଣୁଛନ୍ତି। ଏପରିକି ହୋଲ୍‌ସେଲ୍‌ ଦର ମଧ୍ୟ କମ୍ ରହିଛି। କିନ୍ତୁ ଖାଉଟିମାନଙ୍କ ପାଇଁ ବଜାର ଦର ଖସୁ ନାହିଁ। ଦୀର୍ଘଦିନ ହେଲା ପିଆଜ ଦର କିଲୋ ପିଛା ୨୦ ଟଙ୍କାରୁ ତଳକୁ ଆସୁ ନାହିଁ। ଏପରିକି କଟକ ସହରର କେତେକ ସ୍ଥାନରେ … Continue reading ପିଆଜ ବ୍ୟବସାୟୀ ମାଲାମାଲ : ହୋଲ୍‌ସେଲ୍‌ରେ କିଲୋ ୧୨, ଖାଉଟି କିଣୁଛନ୍ତି ୨୦ଟଙ୍କାରେ